ବିବାଦରେ ‘ଜଲି ଏଲଏଲବି–ଟୁ’ ! ସିନେମାର କିଛି ଦୃଶ୍ୟ କାଟିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦେଶ

ବିବାଦରେ ‘ଜଲି ଏଲଏଲବି–ଟୁ’ ! ସିନେମାର କିଛି ଦୃଶ୍ୟ କାଟିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦେଶ

source: intoday.in

ବଲିଉଡ୍ ସିନେମା ‘ଜଲି ଏଲଏଲବି–ଟୁ’ ର କିଛି ଦୃଶ୍ୟ କାଟିବାକୁ ବମ୍ବେ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଏକ ପିଟିସନର ଶୁଣାଣି କରି କୋର୍ଟ ଏହି ନିର୍ଦେଶ ଦେଇଛନ୍ତି । ୪ଟି ଦୃଶ୍ୟ କାଟିବାକୁ କୋର୍ଟ ନିର୍ଦେଶ ଦେବା ସହ ସେନସର ବୋର୍ଡକୁ ମଧ୍ୟ ଏହି ସିନେମାର ରେଟିଂ ପରିବର୍ତନ କରିବାକୁ କୋର୍ଟ କହିଛନ୍ତି ।

ତେବେ ଏହି ସିନେମାରେ ଓକିଲଙ୍କୁ କଟାକ୍ଷ କଲାଭଳି କିଛି ଦୃଶ୍ୟ ଥିବାରୁ ଏହା ଉପରେ ମାମଲା ରୁଜୁ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe