ବିିଜେପିରେ ଯୋଗ ଦେବା ଥିଲା ମସ୍ତବଡ଼ ଭୁଲ୍ । ବରିଷ୍ଠ ନେତା ଦାମ କହିଲେ, କେବଳ ଭୁଲ ବୁଝାମଣା ପାଇଁ ହୋଇଥିଲେ ବିଜେଡିରୁ ବହିଷ୍କାର । ସୁପ୍ରିମ ଚାହିଁଲେ ଉଠାଇପାରିବେ ଆଦେଶ

ବିିଜେପିରେ ଯୋଗ ଦେବା ଥିଲା ମସ୍ତବଡ଼ ଭୁଲ୍ । ବରିଷ୍ଠ ନେତା ଦାମ କହିଲେ, କେବଳ ଭୁଲ ବୁଝାମଣା ପାଇଁ ହୋଇଥିଲେ ବିଜେଡିରୁ ବହିଷ୍କାର । ସୁପ୍ରିମ ଚାହିଁଲେ ଉଠାଇପାରିବେ ଆଦେଶ

କନକ ବ୍ୟୁରୋ: ବିିଜେପିରେ ଯୋଗ ଦେବା ଥିଲା ମସ୍ତବଡ଼ ଭୁଲ । ଏଭଳି କିଛି କହିଛନ୍ତି ବରିଷ୍ଠ ନେତା ଡକ୍ଟର ଦାମୋଦର ରାଉତ । ଦାମ କହିଛନ୍ତି- ତାଙ୍କୁ ବିଜେଡି ସୁପ୍ରିମୋ ବହିଷ୍କର କରିଥିଲେ । ସେ ଆଦେଶ ଉଠାଇଲେ ହେଲା । ଆହୁରୀ କହିଛନ୍ତି- ସେ ନବୀନଙ୍କ କାର୍ଯ୍ୟକୁ ସମାଲୋଚନା କରି ନାହାଁନ୍ତି । ସେ ଥିବା ବିଭାଗରେ ହୋଇଥିବା ଦୁର୍ନୀତିକୁ ସାମ୍ନାକୁ ଆଣିଥିଲେ । କେବଳ ଭୁଲ ବୁଝାମଣା ପାଇଁ ସେ ବହିଷ୍କାର ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe