ମାଓ କବଳରୁ ମୁକୁଳି ଥିବା ବିଦେଶୀ ନାଗରିକଙ୍କୁ ଜେରା : ଜନଙ୍କୁ ସୁକମା ଜିଲ୍ଲାପାଳ ଓ ଏସପିଙ୍କ ପଚରାଉଚରା

Advertisment
ମାଓ କବଳରୁ ମୁକୁଳି ଥିବା ବିଦେଶୀ ନାଗରିକଙ୍କୁ ଜେରା : ଜନଙ୍କୁ ସୁକମା ଜିଲ୍ଲାପାଳ ଓ ଏସପିଙ୍କ ପଚରାଉଚରା

କନକ ବ୍ୟୁରୋ : ମାଓ କବଳରେ ଥିବା ବିଦେଶୀ ନାଗରିକ ଜନଙ୍କୁ ପଚରାଉଚରା । ସୁକମା ଜିଲ୍ଲାପାଳ ଓ ଏସପି ତାଙ୍କୁ ପଚରାଉଚରା କରୁଛନ୍ତି । ୩ଦିନ ଧରି ବିଦେଶୀ ନାଗରିକ ଜନ୍ ମାଓବାଦୀଙ୍କ କବଳରେ ରହିଥିଲେ । ଆଜି ହେଲିକପ୍ଟର ଯୋଗେ ତାଙ୍କୁ ରାୟପୁର ଅଣାଯିବ । ରାୟପୁରରେ ବି ବରିଷ୍ଠ ଅଧିକାରୀ ତାଙ୍କୁ ପଚରାଉଚରା କରିବେ ବୋଲି ସୂଚନା ମିଳିଛି । ସୁକମା ଅର୍ଲନପାଲିଠାରୁ ତାଙ୍କୁ ଉଦ୍ଧାର କରାଯାଇଥିଲା  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe