କନକ ବ୍ୟୁରୋ : ମାଓ କବଳରେ ଥିବା ବିଦେଶୀ ନାଗରିକ ଜନଙ୍କୁ ପଚରାଉଚରା । ସୁକମା ଜିଲ୍ଲାପାଳ ଓ ଏସପି ତାଙ୍କୁ ପଚରାଉଚରା କରୁଛନ୍ତି । ୩ଦିନ ଧରି ବିଦେଶୀ ନାଗରିକ ଜନ୍ ମାଓବାଦୀଙ୍କ କବଳରେ ରହିଥିଲେ । ଆଜି ହେଲିକପ୍ଟର ଯୋଗେ ତାଙ୍କୁ ରାୟପୁର ଅଣାଯିବ । ରାୟପୁରରେ ବି ବରିଷ୍ଠ ଅଧିକାରୀ ତାଙ୍କୁ ପଚରାଉଚରା କରିବେ ବୋଲି ସୂଚନା ମିଳିଛି । ସୁକମା ଅର୍ଲନପାଲିଠାରୁ ତାଙ୍କୁ ଉଦ୍ଧାର କରାଯାଇଥିଲା ।
ମାଓ କବଳରୁ ମୁକୁଳି ଥିବା ବିଦେଶୀ ନାଗରିକଙ୍କୁ ଜେରା : ଜନଙ୍କୁ ସୁକମା ଜିଲ୍ଲାପାଳ ଓ ଏସପିଙ୍କ ପଚରାଉଚରା
/kanak/media/post_attachments/wp-content/uploads/2017/03/vlcsnap-2017-03-30-12h09m13s112.png)