ଜମୁଛି ସୁନ୍ଦରଗଡ ପ୍ରଚାର । ଗାଁ କୁ ଗାଁ ବୁଲି ଭୋଟ୍ ଭିକ୍ଷା କରୁଛନ୍ତି ଯୋଗେଶ ସିଂ

142

କନକ ବ୍ୟୁରୋ : ସୁନ୍ଦରଗଡରେ ଜମୁଛି ପ୍ରଚାର । ନିଜ ନିଜ ଦଳ ପାଇଁ ଟାଣ ଖରାକୁ ବି ଖାତିର ନକରି ପ୍ରାର୍ଥୀ ଗାଁ କୁ ଗାଁ ବୁଲି ପ୍ରଚାରକୁ ଜୋରଦାର କରିଛନ୍ତି । ସୁନ୍ଦରଗଡ ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂହ ଗାଁ କୁ ଗାଁ ବୁଲି ପ୍ରଚାର କରିବା ସହ ନିଜ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ।

ଚଳିତ ଥର ନିର୍ବାଚନରେ ଲୋକଙ୍କ ପାଖକୁ କେଉଁ କେଉଁ ମୁଦ୍ଦା ନେଇ ଯାଉଛନ୍ତି, କେଉଁ ପ୍ରତିଶୃତି ନେଇ ଯାଉଛନ୍ତି ସେ ନେଇ ଯୋଗେଶଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଦେବାଶିଷ କବି ।