କନକ ବ୍ୟୁରୋ : ଦୀର୍ଘଦିନ ପରେ ସୁନ୍ଦରଗଡ ଫେରିଲେ ଜୁଏଲ ଓରାମ । ରାଉରକେଲା ଗୌରୀ ମୁଣ୍ଡାରୀଙ୍କୁ ଫୋନରେ ଅସଦାଚରଣ ଏବଂ ଏହାପରେ ଯୁବତୀ ଙ୍କ ପାର୍ଟି ଅଫିସ ଭଙ୍ଗାରୁଜା ଘଟଣା ପରେ ପୂର୍ବତନ ମନ୍ତ୍ରୀ ସୁନ୍ଦରଗଡରେ ନଥିଲେ । ଗଣମାଧ୍ୟମ ଠାରୁ ବି ସଂପୂର୍ଣ୍ଣ ଭାବରେ ଦୂରେଇ ରହିଥିଲେ ଜୁଏଲ ।
ଆଉ ଏବେ ସୁନ୍ଦରଗଡ ଅସିଛନ୍ତି । ଆଜି ଠାରୁ ସୁନ୍ଦରଗଡ ରେ ପ୍ରଚାରର ମଙ୍ଗଧରିବେ ଜୁଏଲ । ଗାଁ କୁ ଗାଁ ଯାଇ କରିବେ ପ୍ରଚାର । ଜୁଏଲ କହିଛନ୍ତି , ପାର୍ଲାମେଂଟ ଅଧିବେଶନ ଚାଲିଥିଲା ବୋଲି ସେ ଦିଲ୍ଲୀରେ ଥିଲେ । ବିଜେପି ଜିଲ୍ଲାରେ କୌଣସି ବ୍ୟାକଫଟୁରେ ନାହିଁ ଓ ଦଳ ଭଲ କରିବ ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/Jual-oram.webp)