ଦିଲ୍ଲୀ ମେଟ୍ରୋ ଆଣିଲା ନିଯୁକ୍ତି ସୁଯୋଗ ! ମାସିକ ଦରମା ୭୩ ହଜାର ଟଙ୍କା, ଜାଣନ୍ତୁ କିପରି କରିବେ ଆବେଦନ ।

ଦିଲ୍ଲୀ ମେଟ୍ରୋ ଆଣିଲା ନିଯୁକ୍ତି ସୁଯୋଗ ! ମାସିକ ଦରମା ୭୩ ହଜାର ଟଙ୍କା, ଜାଣନ୍ତୁ କିପରି କରିବେ ଆବେଦନ ।

image courtesy - hindi.firstpost.com

ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (ଡିଏମଆରସି) ପକ୍ଷରୁ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିଏମଆରସି ପକ୍ଷରୁ ଜେନେରାଲ ମ୍ୟାନେଜର ପଦରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆଶାୟୀ ପ୍ରାର୍ଥୀ ମାନେ ଅଫିସିଆଲ ୱେବସାଇଟ୍ delhimetrorail.comରେ ଯାଇ ଏହି ପଦ ଗୁଡିକ ପାଇଁ ଆବେଦନ କରିପାରିବେ । ତେବେ ଆବେଦନ କରିବା ପୂର୍ବରୁ ତଳେ ଦିଆଯାଇଥିବା ବିବରଣୀକୁ ସମ୍ପୂର୍ଣ୍ଣ ପଢିନିଅନ୍ତୁ ।

ପଦର ନାମ - ଜେନେରାଲ ମ୍ୟାନେଜର

ଯୋଗ୍ୟତା - ଆଶାୟୀମାନେ ଯେକୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଏଲଏଲବି ଏବଂ ଏଲଏଲଏମ୍ ଡିଗ୍ରି ହାସଲ କରିଥିବା ଆବଶ୍ୟକ ।

publive-image

ବୟସ ସୀମା - ଆଶାୟୀ ପ୍ରାର୍ଥୀ ମାନଙ୍କ ବୟସ ୫୫ ବର୍ଷରୁ ଅଧିକ ନହେବା ଆବଶ୍ୟକ ।

ଦରମା - ୫୧,୩୦୦ ରୁ ୭୩,୦୦୦ ଟଙ୍କା ।

ଆବେଦନର ଅନ୍ତିମ ତାରିଖ - ୨୦ ସେପ୍ଟେମ୍ବର ୨୦୧୮

ଚୟନ ପ୍ରକ୍ରିୟା - ଇଂଟରଭ୍ୟୁ ଏବଂ ମେଡିକାଲ୍ ଟେଷ୍ଟ ଆଧାରରେ ପ୍ରାର୍ଥୀମାନଙ୍କର ଚୟନ କରାଯିବ ।

ଆବେଦନ ପ୍ରକ୍ରିୟା - ଇଚ୍ଛୁକ ଆଶାୟୀମାନେ ଅଫିସିଆଲ ୱେବସାଇଟ୍ delhimetrorail.comରେ ଯାଇ ଆବେଦନ କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe