ଜେଏନୟୁରେ ନୂଆ ବିବାଦ । ବିଶ୍ୱବିଦ୍ୟାଳୟରେ ଥିବା ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା ଅଭିଯୋଗ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ।

Advertisment
ଜେଏନୟୁରେ ନୂଆ ବିବାଦ । ବିଶ୍ୱବିଦ୍ୟାଳୟରେ ଥିବା ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା ଅଭିଯୋଗ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ।

image courtesy - static.toiimg.com

କନକ ବ୍ୟୁରୋ : ଦିଲ୍ଲୀ ଜେଏନୟୁରେ ଲାଗି ରହିଥିବା ଫି’ ବିବାଦ ଏବେ ନୂଆ ରୂପ ନେଇଛି । ବର୍ଦ୍ଧିତ ଫି’ କମ୍ ହେବା ପରେ ବିବାଦ ସରିବ ବୋଲି ଆଶା କରାଯାଉଥିବା ବେଳେ ଆଉ ଏକ ନୂଆ ବିବାଦ ଯୋଡ଼ି ହୋଇଛି । ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସ୍ୱାମୀ ବିବବେକାନନ୍ଦଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରାଯାଇଥିବାର ଖବର ମିଳିଛି ।

ପ୍ରତିମୂର୍ତ୍ତିକୁ ବିକୃତ କରାଯିବା ସହ ଆପତ୍ତିଜନକ ଶବ୍ଦ ମଧ୍ୟ ଲେଖାଯାଇଥିବା ଦେଖିବାକୁ ମିଳିଛି । ଏହାକୁ ଏକ ଛାତ୍ର ଗୋଷ୍ଠୀ ବିକ୍ଷୋଭ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଅନ୍ୟପଟେ ଗତକାଲି ମଧ୍ୟ ଜେଏନୟୁରେ ଦେଖିବାକୁ ମିଳିଥିବା ପ୍ରତିବାଦର ତୀବ୍ର ସ୍ୱର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe