କନକ ବ୍ୟୁରୋ:ଉପନିର୍ବାଚନ ପୂର୍ବରୁ ବଦଳିଲେ ଝାରସୁଗୁଡା ଜିଲ୍ଲାପାଳ । ବର୍ତ୍ତମାନର ଜିଲ୍ଲାପାଳ ସରୋଜ ସାମଲଙ୍କ ସ୍ଥାନରେ ଆଇଏଏସ ଅବୋଲି ସୁନିଲ ନରୱଣେଙ୍କୁ ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି । ସେ ବର୍ତ୍ତମାନ ସୁବର୍ଣ୍ଣପୁରର ଜିଲ୍ଲାପାଳ ଅଛନ୍ତି । ତୁରନ୍ତ ତାଙ୍କୁ ଦାୟିତ୍ୱନେବାକୁ କୁହାଯାଇଛି । ଆଗାମୀ ଦିନରେ ଝାରସୁଗୁଡାର ଉପନିର୍ବାଚନ ଥିବା ବେଳେ ବର୍ତ୍ତମାନ ଏହି ଅଦଳବଦଳ କରାଯାଇଛି ।
#ଉପନିର୍ବାଚନ_ପୂର୍ବରୁ_ବଦଳିଲେ_ଜିଲ୍ଲାପାଳ
ଝାରସୁଗୁଡା ଉପନିର୍ବାଚନ ପୂର୍ବରୁ ବଦଳିଲେ ଜିଲ୍ଲାପାଳ
ଝାରସୁଗୁଡା ନୂଆ ଜିଲ୍ଲାପାଳ ହେଲେ ଆବୋଲି ସୁନୀଲ ନରଭଣେ
ସୋନପୁର ଜିଲ୍ଲା ଦାୟିତ୍ୱରେ ଥିଲେ ନରଭଣେ
ସୋରଜ ସାମଲ ଥିଲେ ଝାରସୁଗୁଡା ଜିଲ୍ଲାପାଳ#Jharsuguda#Odisha#KanakNewspic.twitter.com/nOIfel4iHx— Kanak News (@kanak_news) April 6, 2023
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/6-7.jpg)