ଝାରସୁଗୁଡା ଉପନିର୍ବାଚନ: ଅପରାହ୍ନ ୩ଟା ଯାଏ ୫୫.୨୦ ପ୍ରତିଶତ ମତଦାନ

ଝାରସୁଗୁଡା ଉପନିର୍ବାଚନ: ଅପରାହ୍ନ ୩ଟା ଯାଏ ୫୫.୨୦ ପ୍ରତିଶତ ମତଦାନ

କନକ ବ୍ୟୁରୋ : ଝାରସୁଗୁଡା ଉପନିର୍ବାଚନ ପାଇଁ ମତଦାନ ଜାରିରହିଛି । ସିଇଓଙ୍କ ସୂଚନା ଅନୁସାରେ ଦିନ ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ଶାନ୍ତିଶୃଙ୍ଖଳାର ସହ ମତଦାନ ଜାରିରହିଥିବା ବେଳେ ଏବେ ମଧ୍ୟ ଅନେକ ଜଣ ଲମ୍ବା ଲାଇନରେ ଆସି ସେମାନଙ୍କ ମତାଧିକାର ସାବ୍ୟସ୍ଥ କରୁଛନ୍ତି ।
ସକାଳ ୭ଟାରୁ ଝାରସୁଗଡା ଉପନିର୍ବାଚନ ପାଇଁ ମତଗ୍ରହଣ ଆରମ୍ଭ ହୋଇଛି । ୩ ଦଳର ପ୍ରାର୍ଥୀଙ୍କ ସହ ମଇଦାନରେ ୯ ଜଣ ପ୍ରାର୍ଥୀ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe