ଝାରପଡା କୁନା ମଙ୍ଗରାଜ ଗୁଳିମାଡ ଘଟଣା : ୩ ଦିନିଆ ରିମାଣ୍ଡରେ ଅଭିଯୁକ୍ତ ଅମିତ ପ୍ରଧାନ

ଝାରପଡା କୁନା ମଙ୍ଗରାଜ ଗୁଳିମାଡ ଘଟଣା : ୩ ଦିନିଆ ରିମାଣ୍ଡରେ ଅଭିଯୁକ୍ତ ଅମିତ ପ୍ରଧାନ

ଭୁବନେଶ୍ୱର : ଝାରପଡା କୁନା ମଙ୍ଗରାଜଙ୍କୁ ଗୁଳିମାଡ ଘଟଣାରେ ଫେରାର ଥିବା ଅଭିଯୁକ୍ତ ଅମିତ ପ୍ରଧାନକୁ ଲକ୍ଷ୍ମୀସାଗର ଥାନା ପୁଲିସ ରିମାଣ୍ଡରେ ଆଣି ପଚରା ଉଚରା କରୁଛି । ଅମିତକୁ ୩ ଦିନିଆ ରିମାଣ୍ଡରେ ନେଇଛି ଲକ୍ଷ୍ମୀସାଗର ଥାନା ପୁଲିସ । କୁନା ମଙ୍ଗରାଜଙ୍କୁ ଅମିତ ହିଁ ଗୁଳିମାଡ କରି ଫେରାର ହୋଇଯାଇଥିବା କୁନା ଥାନାରେ ଅଭିଯୋଗ କରିଥଲେ । ତେବେ ଘଟଣା ପରଠାରୁ ଅମିତ ଫେରାର ହୋଇଯାଇଥିଲା । ଅମିତକୁ କେନ୍ଦ୍ରାପଡା ପୁଲିସ ଏକ ମର୍ଡର କେସରେ ଗିରଫ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe