ବଲିଉଡ ଜଗତରେ ପାଦ ରଖୁ ରଖୁ ଚର୍ଚ୍ଚାର ବିଷୟ ସାଜି ଗଲେଣି ଶ୍ରୀଦେବି କନ୍ୟା ଜାହ୍ନବୀ । ତେବେ ଗୋଟେ ପଟେ ବଲିଉଡରେ ତାଙ୍କ ଡେବ୍ୟୁକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଅନ୍ୟପଟେ ଜାହ୍ନବୀ ଓ ତାଙ୍କ ବୟଫ୍ରେଣ୍ଡ ଶିଖର ପହରିଆଙ୍କ ସଂପର୍କକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା।
ତେବେ ନିକଟରେ ଦୁହିଁଙ୍କୁ ଅନେକ ସ୍ଥାନରେ ଏକାଠି ବୁଲୁଥିବାର ଖବର ଓ ଫଟୋ ମଧ୍ୟ ଦେଖିବାକୁ ମିଳୁଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/Teaser-22.jpg)