କଳି ତୁଟାଇବାକୁ ଯାଇ ମାଡ ଖାଇଲା ପୁଲିସ ! ବନ୍ଧୁକ ଛଡାଇ ମାଡ ମାରିଲେ ବିଜେଡି ବିଜେପି କର୍ମୀ

24

କନକ ବୁାରୋ : କଳି ତୁଟାଇବାକୁ ଯାଇ ମାଡ ଖାଇଲା ପୁଲିସ । ବନ୍ଧୁକ ଛଡାଇ ମାଡ ମାରିଲେ ବିଜେଡି ବିଜେପି କର୍ମୀ । ଗତ ୨୪ ତାରିଖ ଦିନ ନାରାୟଣପାଟଣା ବ୍ଲକ ସମ୍ମୁଖରେ ଉତେଜନା ଦେଖାଦେଇଥିଲା । ବ୍ଲକ ଉପସଭାପତି ନିର୍ବାଚନକୁ ନେଇ ଦୁଇ ଦଳ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପୁଲିସ ଘଟଣା ସ୍ଥଳରେ ପହଚିଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ବିଜେଡି ବିଜେପି କର୍ମୀ ଓଲଟା ପୁଲିସ ବନ୍ଧୁକ ଛଡାଇ ମାଡ ମାରିଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-