ଗଞ୍ଜେଇ ଚୋରା ଚାଲାଣର ନୂଆ ତରିକା । ବୋଲେରୋ ଗାଡିର ହୁଡରେ ୧୦ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣ ବେଳେ ଧରିଲା ଜୟପୁର ସଦର ପୁଲିସ । 

ଗଞ୍ଜେଇ ଚୋରା ଚାଲାଣର ନୂଆ ତରିକା । ବୋଲେରୋ ଗାଡିର ହୁଡରେ ୧୦ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣ ବେଳେ ଧରିଲା ଜୟପୁର ସଦର ପୁଲିସ । 

କନକ ବ୍ୟୁରୋ : ନୂଆ ବର୍ଷରେ ଗଞ୍ଜେଇ କାରବାରର ନୂଆ ତରିକା । ପୁଲିସକୁ ଚକମା ଦେଇ ସବୁଜ ଜହର କାରବାର ଚଳାଇଛନ୍ତି ଗଞ୍ଜେଇ ମାଫିଆ । ବୋଲେରୋ ଗାଡିର ହୁଡରେ ଗଞ୍ଜେଇ ଚାଲାଣ ବେଳେ ଗାଡିକୁ ଧରିଛି ଜୟପୁର ସଦର ପୁଲିସ । ବିହାରର ୨ ଜଣ ଗିରଫ ହୋଇଛନ୍ତି ।

ଏହି ସବୁ ଗଞ୍ଜେଇ କୋରାପୁଟରୁ ବିହାରକୁ ଚାଲଣ ହେଉଥିଲା । ଏନେଇ ପୋଲିସକୁ ସୂଚନା ମିଳିବା ପରେ ପୋଲିସ ଚଢାଉ କରିଥିଲା । ଚଢାଉ ପରେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଥିଲା ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe