ଜୟପୁରରେ ଲୁଟେରାଙ୍କ ଅଭିନବ ଲୁଟ : ଛାତ କଣା କରି ହାଡୱେର ଦୋକାନରୁ ଟଙ୍କା ଚୋରି କଲେ ଦୁର୍ବୃତ; ସିସିଟିଭିରେ କଏଦ ଚୋରି ଦୃଶ୍ୟ

Advertisment
ଜୟପୁରରେ ଲୁଟେରାଙ୍କ ଅଭିନବ ଲୁଟ : ଛାତ କଣା କରି ହାଡୱେର ଦୋକାନରୁ ଟଙ୍କା ଚୋରି କଲେ ଦୁର୍ବୃତ; ସିସିଟିଭିରେ କଏଦ ଚୋରି ଦୃଶ୍ୟ

କନକ ବ୍ୟୁରୋ : ଲୁଟେରାଙ୍କ ଅଭିନବ ଉପାୟରେ ଲୁଟ । ଜୟପୁର ସହର ନିକଟ କୁମୁଲିପୁଟ ଗାଁ ରାସ୍ତାକଡ଼ରେ ଥିବା ଏକ ହାଡ଼ୱେର ଦୋକାନ ଘର ଛାତ କଣା କରି ଚୋରୀ କରିନେଲେ ଲୁଟେରା । ସିସିଟିଭିରେ କଏଦ ହୋଇଛି ଲୁଟ ବେଳର ଦୃଶ୍ୟ । ନଗଦ ୪୦ ହଜାର ଟଙ୍କା ସହ କମ୍ପୁଟର ଏବଂ ଅନ୍ୟାନ ସାମଗ୍ରୀ ଚୋରୀ କରିନେଇଛନ୍ତି ଲୁଟେରା । ପାଖାପାଖି ରହୁଥିବା ପଡ଼ୋଶୀଙ୍କ ଘରେ ତାଲା ପକାଇ ଲୁଟ କରିଛି ଲୁଟେରା । ଦିନକୁ ଦିନ ସହରରେ ଚୋରୀ ବଢିଚାଲିଥିବା ବେଳେ ସ୍ଥାନୀୟ ପ୍ରଶାସନ ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe