କନକ ବ୍ୟୁରୋ : ନୂଆବର୍ଷକୁ ନେଇ ଜୟପୁର ଉତ୍ସବମୁଖର । ଗତକାଲି ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ କଟକଣା ଲାଗିବା ପରେ ଆଜି କଟକଣା ହଟିବା ପରେ ପରେ ଜୟପୁର ଆମିଷ ବଜାରରେ ଦେଖିବାକୁ ମିଳିଛି ପ୍ରବଳ ଭିଡ । ମନ ପସନ୍ଦର ଆମିଷ କିଣିନେବାକୁ ଦୋକାନ ଆଗରେ ଲାଗିଛି ଲୋକଙ୍କ ଗହଳି । ସ୍ଥିତି ଏପରି ଯେ ଖାଲିରେ ପାଦ ପକାଇବାକୁ ବି ଜାଗା ନାହିଁ । କରୋନା କଟକଣାକୁ ଏଡାଇ ନୂଆବର୍ଷର ପ୍ରଥମ ଦିନରେ ଏପରି ଗହଳି ନେଇ ଅନେକ ଆଶଙ୍କା ପ୍ରକାଶ କରିଛନ୍ତି ।
ଜୟପୁରରେ ନୂଆବର୍ଷର ଆମିଷ ବଜାର : ଆମିଷ କିଣିବାକୁ ଦୋକାନ ଆଗରେ ପ୍ରବଳ ଭିଡ; ପାଦ ପକାଇବାକୁ ନାହିଁ ଜାଗା
/kanak/media/post_attachments/wp-content/uploads/2021/01/17.jpg)