ଗ୍ରୀଲ ତାଡିଲେ, ସଟର କାଟିଲେ... ସୁନାରୁପା ନେଇ ଚମ୍ପଟ୍ ମାରିଲେ... ରାତିରେ ରାଜଧାନୀରେ ଲୁଟ୍

Advertisment
ଗ୍ରୀଲ ତାଡିଲେ, ସଟର କାଟିଲେ... ସୁନାରୁପା ନେଇ ଚମ୍ପଟ୍ ମାରିଲେ... ରାତିରେ ରାଜଧାନୀରେ ଲୁଟ୍

କନକ ବ୍ୟୁରୋ: ରାଜଧାନୀରେ ଚାଞ୍ଚଲ୍ୟ । ଗ୍ରୀଲ ତାଡି, ସଟର କାଟି ସୁନା ଗହଣା ଲୁଟ । ଭୁବନେଶ୍ୱରରେ କୋଟିଏ ଟଙ୍କାରୁ ଅଧିକ ଗହଣା ଲୁଟ ଅଭିଯୋଗ । ଡେଲ୍ଟା ଛକ ସ୍ଥିତ ଲକ୍ଷ୍ମୀନାରାୟଣ ଗହଣା ଦୋକାନରୁ ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ ।

ତେବେ ଗହଣା ଦୋକାନରୁ ପାଖାପାଖି ୧ କେଜି ସୁନା, ୧୦ କେଜି ରୁପା ସହ ଦେଢ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ । ବିଳମ୍ବିତ ରାତିରେ ଦୋକାନ ଗ୍ରୀଲ ଓ ସଟର କାଟି ଲୁଟ୍ । ଖଣ୍ଡଗିରି ଥାନାରେ ଏତଲା ପରେ ପୋଲିସର ତନାଘନା ଜାରି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe