ପୌରାଣିକ କଥାବସ୍ତୁ ଅନୁସାରେ ହାତରେ ବଇଂଶୀ, ମୁଣ୍ଡରେ ମୟୁର ଚନ୍ଦ୍ରିକା ଖୋସି ଗାଈ ଗୋଠ ଧରି ଯମୁନା ନଈ କୂଳ ଜଙ୍ଗଲକୁ ଯାଉଥିଲେ ରସ ଶିଖର ଭଗବାନ୍ ଶ୍ରୀକୃଷ୍ଣ  । ଗାଈ ଚରାଇବା ଥିଲା ତାଙ୍କର କୌଳିକ ବୃତି । ସେଥିପାଇଁ ଗାଈ ଚରାଇବା ପ୍ରସଙ୍ଗ ଉଙ୍ଖିବା ମାତ୍ରେ ଶ୍ରୀକୃଷ୍ଣଙ୍କ ଗୋପଲୀଳାର କଥା ଆପେ ଆପେ ମନ ଭିତରକୁ ପଶି ଆସେ  । ତେବେ ଆଜି ବି ସେ ବୃତି ବଂଚିଛି । ଆଜି ବି କିଛି ଲୋକ ନଇଳୂଳ , ପାହାଡ ମୁଣ୍ଡିଆ, ଜଙ୍ଗଲ ପାଖକୁ ଯାଆନ୍ତି ଗାଈ ଚରାଇବାକୁ  । ଆମେ ସେବାନଙ୍କୁ କହୁ ଗାଇଆଳ, ବେହେରା ବା ଗାଇ ଜଗୁଆଳ । ଆଜି ଜୀବନର କାନ୍ଭାସ୍ରେ ଦେଖିବା ଗାଈ ଜଗୁଆଳ  ।
ଗାଈ ଜଗୁଆଳ
/kanak/media/post_attachments/wp-content/uploads/2016/04/m-b-rm-k.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)