ଜେଇଇ ମେନରେ ବୈଦିକ କଲେଜରୁ ୪ ସଫଳ

ଜେଇଇ ମେନରେ ବୈଦିକ କଲେଜରୁ ୪ ସଫଳ

କନକ ବ୍ୟୁରୋ : ଶୁକ୍ରବାର ପ୍ରକାଶ ପାଇଥିବା ଜେଇଇ ମେନର ଫଳାଫଳରେ ସମ୍ବଲପୁରସ୍ଥିତ ବୈଦିକ କଲେଜରୁ ୪ ଜଣ ପରିକ୍ଷାର୍ଥୀ ସଫଳ ହୋଇଛନ୍ତି। ସେମାନେ ହେଲେ ବେଣୁଧର ମେହେର, ବିଶ୍ୱନାଥ ମେହେର, ଅଭିଶେକ ଖମାରି ଏବଂ ଅନନ୍ୟା ପତି।

ଏଥିରେ ଅନନ୍ୟା ପତି ଉର୍ଦ୍ଧ ମାର୍କ ରଖି ଆର୍କିଟେକ୍ଚର ପାଇଁ ଉତ୍ତୀର୍ଣ୍ ହେଇଛନ୍ତି। ଏହି ପରିପ୍ରେକ୍ଷୀରେ ବୈଦିକ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆନନ୍ଦ ଅଗ୍ରୱାଲ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ବୈଦିକ କଲେଜର ଅଧ୍ୟାପକଙ୍କ ପ୍ରୟାସ ଓ ବୈଦିକ କଲେଜର ଉନ୍ନତ ଶିକ୍ଷାବ୍ୟବସ୍ଥାକୁ ଶ୍ରେୟ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe