କନକ ବ୍ୟୁରୋ : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ କିନ୍ନର ମାନେ ପ୍ରତିବାଦ କରିବା ବେଳେ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । କିନ୍ନର ମାନେ ପ୍ରତିବାଦ କରିବା ପରେ ଜୟନାରାୟଙ୍କ ଜନ୍ମଦିନ ଥିବାରୁ ତାଙ୍କ ଝିଅ କିନ୍ନରମାନଙ୍କୁ ମିଠା ବାଣ୍ଟିଥିଲେ । ମିଠା ଖାଇ କିନ୍ନରମାନେ ଘରକୁ ଫେରିଥିବା ଦେଖିବାକୁ ମିଳିଛି । ମହିଳା ଆଇଆଇସିଙ୍କୁ ଧକ୍କା ମାରିବା ପ୍ରସଙ୍ଗରେ ବିବାଦକୁ ଆସିଛନ୍ତି ଜୟନାରାୟଣ ମିଶ୍ର । ଏହାକୁ ନେଇ ରାଜନୀତି ସରଗରମ ହୋଇଛି । ଏହି ଘଟଣାକୁ ନେଇ ଆଜି ଆଜି କିନ୍ନରମାନେ ପ୍ରତିବାଦ କରିଥିଲେ । ଜୟନାରାୟଣଙ୍କ ଜନ୍ମଦିନ ଥିବାରୁ ତାଙ୍କୁ ମିଠା ବାଣ୍ଟିଥିଲେ ଜୟନାରାୟଣଙ୍କ ଝିଅ ।
ପ୍ରତିବାଦର ନିଆରା ଦୃଶ୍ୟ : ବିରୋଧ କରିବାକୁ ଆସିଥିବା କିନ୍ନରଙ୍କୁ ମିଠା ବାଣ୍ଟିଲେ ଜୟନାରାୟଣଙ୍କ ଝିଅ
/kanak/media/post_attachments/wp-content/uploads/2023/02/40-4.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)