ଯାଜପୁର : ଆଜି ଯାଜପୁରରେ ‘ଜୟ କିଷାନ’ ସମାବେଶ । ନବ ନିର୍ମାଣ କୃଷକ ସଂଗଠନ ତରଫରୁ ଯାଜପୁର ମାଟିରେ ହେଉଛି ଜୟ କିଷାନ ସମାବେଶ । ପ୍ରାଇସ, ପେନସନ୍ ଓ ପ୍ରେଷ୍ଟିଜ ଦାବିକୁ ନେଇ ଅର୍ଥାତ ଚାଷୀ ଉତ୍ପାଦନ କରୁଥିବା ଜିନିଷର ଉଚିତ ମୂଲ୍ୟ, ଚାଷୀର ସମ୍ମାନ ଏକଂ ସୁରକ୍ଷା ଭତା ଦାବି କରି ସଂଗଠନ ସମଗ୍ର ରାଜ୍ୟରେ ଚାଷୀ ଆନ୍ଦୋଳନ ଆରମ୍ଭ କରିଛି ।
ସଂଗଠନ ଦାବି କରିଛି ଯେ ୩୬ ଲକ୍ଷ ଚାଷୀଙ୍କ ପାଇଁ ମାସିକ ୫ ହଜାର ଟଙ୍କା ହିସାବରେ ସୁରକ୍ଷା ଭତା ଦିଆଯାଉ । ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ “ଜୟ କିଷାନ’ ଉକ୍ତିକୁ ସାକାର କରିବା ପାଇଁ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏହି ସମାବେଶ ଆୟୋଜନ କରାଯାଇଛି ।
ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/vlcsnap-2016-11-18-13h17m29s018.png)