ବିଜେଡିର କମ୍ ଆୟୁଷ କହି କଟାକ୍ଷ କଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଜବାବ ଦେଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

ବିଜେଡିର କମ୍ ଆୟୁଷ କହି କଟାକ୍ଷ କଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଜବାବ ଦେଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

କନକ ବ୍ୟୁରୋ: ବିଜେଡ଼ିକୁ ନେଇ ଭବିଷ୍ୟବାଣୀ କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ବିଜେଡ଼ି ସରକାରକୁ ଫେରିବ ବୋଲି କହୁଛି, ତେବେ ସେତେବେଳ ଯାଏଁ ସେ ବଞ୍ଚିଥିବେ ତ ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ । ଅନ୍ୟପଟେ ଏହାର ଜବାବରେ ଉତ୍ତର ରଖି ପ୍ରମିଳା ମଲ୍ଲିକ କହିଛନ୍ତି, ଜ୍ୟୋତିଷ ପାଠ ପଢିଲେଣି ନା ଜାତକ ଦେଖୁଛନ୍ତି କି ଜୟନାରାୟଣ ? ରାଜନୀତି ଛାଡି ଜ୍ୟୋତିଷ ହୋଇଗଲେଣି କି ଜୟନାରାୟଣ ? ଯଦି ଜ୍ୟୋତିଷ କାମ କରୁଥିବେ ବିଧାନସଭା ନଆସି ଗୋଟେ ଦୋକାନ ଖୋଲି ଜାତକ ଦେଖନ୍ତୁ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe