କନକ ବ୍ୟୁରୋ: ବିଜାପୁରରେ ଯବାନଙ୍କୁ ଗଳାକାଟି ହତ୍ୟା । ଗତକାଲି ରାତିରେ ଯବାନଙ୍କୁ ଅପହରଣ କରିନେଇ ଥିଲେ । ମାଓବାଦୀମାନେ ହକ୍ୟା କରିଥିବା ସନ୍ଦେହ କରାଯାଉଛି । ଅମ୍ବୁଲାନ୍ସରେ ସମ୍ପର୍କୀୟଙ୍କୁ ନେଇ ଯାଉଥିଲେ ଯବାନ ରାଜୁ କର୍ସାମ । ଏତିକି ବେଳେ ଆମ୍ବୁଲାନ୍ସରୁ ଓହ୍ଲାଇ ନେଇଥିଲେ ୪ଜଣ ଅଭିଯୁକ୍ତ । ହତ୍ୟା କରିବା ପରେ ଗୋରନା ରାସ୍ତାରେ ମରଶରୀର ଫୋପାଡିଦେଇଛନ୍ତି । ମାଓ ସଙ୍ଗଠନ ଛାଡ଼ି ପୁଲିସରେ ଯୋଗଦେଇଥିଲେ । ଗୋପନୀୟ ସୈନିକ ଭାବେ କାମ କରୁଥିେ ରାଜୁ କର୍ସାମ ।
ବିଜାପୁରରେ ଯବାନଙ୍କୁ ଗଳାକାଟି ହତ୍ୟା । ଗତକାଲି ଅପହରଣ କରିନେଇଥିଲେ ମାଓବାଦୀ ।
/kanak/media/post_attachments/wp-content/uploads/2023/12/bijapur.jpeg)