ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ । ଜାଭେଲିନ ଥ୍ରୋରେ ସୁମିତ ଅନ୍ତିଲ ଆଣିଲେ ସ୍ୱର୍ଣ୍ଣ ପଦକ ।

Advertisment
ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ । ଜାଭେଲିନ ଥ୍ରୋରେ ସୁମିତ ଅନ୍ତିଲ ଆଣିଲେ ସ୍ୱର୍ଣ୍ଣ ପଦକ ।

କନକ ବ୍ୟୁରୋ: ଟୋକିଓ ପାରାଲିମ୍ପିକ୍ସରେ ଭାରତ ଖାତାରେ ଆଉ ଏକ ସ୍ୱର୍ଣ୍ଣ ପଦକ । ଜାଭେଲିନ ଥ୍ରୋରେ ସୁମିତ ଅନ୍ତିଲ ଆଣିଲେ ସ୍ୱର୍ଣ୍ଣ ପଦକ । ବିଶ୍ୱ ରେକର୍ଡ ସହ ସୁମିତ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୬୮.୫୫ ମିଟର ଯାଏଁ ଜାଭେଲିନ ଫିଙ୍ଗି ସେ ଏହି ସଫଳତା ହାସଲ କରିଛନ୍ତି । ଏହାସହ ଭାରତର ପଦକ ସଂଖ୍ୟା ଏବେ ୭ରେ ପହଞ୍ଚିଛି ।

ଆଜି ଭାରତକୁ ଡବଲ ସ୍ୱର୍ଣ୍ଣ ପଦକ ମିଳିଛି । ସୁଟିଂରେ ଅବନି ଭାରତକୁ ସ୍ୱର୍ଣ୍ଣପଦକ ଦେଇଥିଲେ । ଏବେ ଭାରତକୁ ପାରାଲିମ୍ପିକ୍ସରେ ୨ ସ୍ୱର୍ଣ୍ଣ, ୪ ସିଲଭର ଓ ୧ ବ୍ରୋଞ୍ଚ ପଦକ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe