କନକ ବ୍ୟୁରୋ : ଜର୍ମାନୀର ହନାଉ ସହରରେ ଦୁବୃର୍ତର ଆଖି ବୁଜା ଗୁଳିମାଡ । ଏଥିରେ ୮ ଜଣଙ୍କ ଜୀବନ ଯାଇଛି । ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ହନାଉ ସହରର ଏକ ବାରରେ ପ୍ରଥମେ ଦୁବୃର୍ତ ଆଖିବୁଜା ଗୁଳିମାଡ କରିଥିଲା । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ହନାଉ ସହରରେ ହୋଇଥିଲା ।
ଏହାଠାରୁ ୨୫ କିମି ଦୂରରେ ଫ୍ରାଙ୍କଫର୍ଟ ସହରରେ ସମାନ ଧରଣର ଗୁଳିମାଡରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ତେବେ କିଏ ଏପରି ଗୁଳିମାଡ କରିଛି ଲୋକଙ୍କ ଜୀବନ ନେଉଛି ତାର ଟେର ପାଇନି ଜର୍ମାନୀ ପୋଲିସ । ପୁରା ସହରକୁ ସିଲ୍ କରି ପୋଲିସ ଆରମ୍ଭ କରିଛି ସର୍ଚ ଅପରେସନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/20_09_2019-shooting_in_america_19595539_8563249.jpg)