ମାଲକାନଗିରି : ନିୟନ୍ତ୍ରଣ ବାହାରେ ମହାମାରୀ ଜାପାନୀ ଜ୍ୱର । ମାଲକାନଗିରିରେ ଏହି ମହାମାରୀରେ ପୁଣି ୨ଶିଶୁଙ୍କ ମୃତ୍ୟୁ ହୋଇଛି । ମାଲକାନାଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ଶିଶୁଙ୍କର ମୃତ୍ୟୁ ହୋଇଛି । ୪୪ଦିନରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୬୬ । ଆଜି କାଲିମେଳା ଉସ୍କାପାଲି ଗାଁର ୩ବର୍ଷର ଶିଶୁ ସୁଜିତ୍ ବେଟୀ ଓ ମାଥିଲି ବ୍ଲକ୍ ବାରିବାହାଲ ଗାଁର ୪ବର୍ଷର ଗାୟତ୍ରୀ ପେଦାରର ମୃତ୍ୟୁ ଘଟିଛି ।
ନିୟନ୍ତ୍ରଣ ବାହାରେ ଜାପାନୀ ଏନସେଫାଲାଇଟିସ୍ : ୪୪ଦିନରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୬୬
/kanak/media/post_attachments/wp-content/uploads/2016/10/vlcsnap-2016-10-22-10h05m01s771.png)