ମାଲକାନଗିରି : ଥମୁନି ଜାପାନୀ ଜର ଆତଙ୍କ । ଆଜି ପୁଣି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । କୁଡୁମୁଲୁଗୁମା ବ୍ଲକ ତୁଙ୍ଗାମାଲ ଗାଁର ଅଢେଇ ବର୍ଷୀୟ ରଶ୍ମିତା କୋପୋ ଓ କାଲିମେଳା ବ୍ଲକର କୁଞ୍ଜଗଡା ଗାଁର ୨ବର୍ଷର ଶିଶୁ ସଂଯୁକ୍ତା ଖମାରୀଙ୍କ ମୃତ୍ୟୁ ହୋଇଛି । ଏହାସହ ୫୬ଦିନରେ ୮୬ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us