ବ୍ରହ୍ମଗିରି : ମାଲକାନଗିରି ପରେ ଏବେ ବ୍ରହ୍ମଗିରିରେ ଜାପାନୀ ଏନସେଫାଲାଇଟିସ ଆତଙ୍କ ଦେଖାଦେଇଛି । ବ୍ରହ୍ମଗିରି ବେଙ୍ଗମା ଗାଁରେ ଜାପାନୀ ଏନ୍ସେଫାଲାଇଟିସରେ ଜଣେ ବାଳକର ମୃତ୍ୟୁ ହୋଇଛି ।
ମାଲକାନଗିରିରେ ଏହି ରୋଗ ମହାମାରୀ ରୁପ ନେଇ ସାରିଥିବା ବେଳେ ବ୍ରହ୍ମଗିରି ପାଇଁ ପ୍ରଶାସନ ତତ୍ପରତା ଦେଖାଇଛି । ସେପଟେ ବେଙ୍ଗଣା ଗାଁର ସ୍ଥିତି ଅନୁଧ୍ୟାନ ପାଇଁ ପଂହଚିଥିଲେ ଯୋଗାଣମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ସଂଜୟ ଦାସବର୍ମା ଓ ଜିଲ୍ଲା ପ୍ରଶାସନ ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/8.png)