ଜାପାନି ଜ୍ୱରର ମୃତ୍ୟୁ ତାଲିକାରୁ ଆସିଲା ଆଶ୍ଚର୍ଯ୍ୟକର ତଥ୍ୟ : ମୃତ ୪୫ଶିଶୁଙ୍କ ମଧ୍ୟରେ ଅଛନ୍ତି ୩୨ଝିଅ

ଜାପାନି ଜ୍ୱରର ମୃତ୍ୟୁ ତାଲିକାରୁ ଆସିଲା ଆଶ୍ଚର୍ଯ୍ୟକର ତଥ୍ୟ : ମୃତ ୪୫ଶିଶୁଙ୍କ ମଧ୍ୟରେ ଅଛନ୍ତି ୩୨ଝିଅ

କନକ ବ୍ୟୁରୋ : ଜାପାନି ଜ୍ୱରରେ ମାସକରେ ୪୫ ଶିଶୁ ପ୍ରାଣ ହରାଇ ସାରିଲେଣି । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏମାନଙ୍କ ମଧ୍ୟରୁ ୩୨ ଜଣ ହେଉଛନ୍ତି ଝିଅ । ପ୍ରଶ୍ନ ଉଠୁଛି ମହାମାରୀରେ କାହିଁକି ଅଧିକ ସଂଖ୍ୟାରେ କନ୍ୟା ସନ୍ତାନ ପ୍ରାଣ ହରାଉଛନ୍ତି । ଏହାପଛରେ କିଛି ବିଜ୍ଞାନସମ୍ମତ କାରଣ ରହିଛି ନା ଆମ ଲିଙ୍ଗଗତ ମାନସିକତାର ଶୀକାର ହୋଇ କନ୍ୟା ସନ୍ତାନ ବିଳମ୍ବରେ ଚିକିତ୍ସିତ ହେଉଛି । ଅଭିଜ୍ଞ ଡାକ୍ତରଙ୍କ ମତକୁ ନେଇ ଦେଖନ୍ତୁ ଏହି ରିପୋର୍ଟ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe