ନିୟନ୍ତ୍ରଣ ବାହାରେ ଜାପାନୀ ଏନସେଫାଲାଇଟିସ୍ : ୫୨ ଦିନରେ ଗଲାଣି ୮୧ ଶିଶୁଙ୍କ ଜୀବନ

ନିୟନ୍ତ୍ରଣ ବାହାରେ ଜାପାନୀ ଏନସେଫାଲାଇଟିସ୍ :  ୫୨ ଦିନରେ ଗଲାଣି ୮୧ ଶିଶୁଙ୍କ ଜୀବନ

source-google

ମାଲକାନଗିରି : ମାଲକାନଗିରିରେ ଜାପାନୀ ଏନସେଫାଲାଇଟିସ୍ ରେ ଶିଶୁ ମୃତ୍ୟୁ ଜାରି ରହିଛି । ପୁଣି ମାଲକାନଗିରିରେ ଆଉ ଜଣେ ଶିଶୁର ମୃତ୍ୟୁ । ମୃତ ଶିଶୁ ହେଲେ ୪ ବର୍ଷର ସୋନୁ କିର୍ତାନୀ । ସରକାରଙ୍କର ବହୁ ଚେଷ୍ଟା ପରେ ମଧ୍ୟ ଜାପାନୀ ଏନସେଫାଲାଇଟିସ୍ ମାଲକାନଗିରି ଜିଲ୍ଲାରେ ନିୟନ୍ତ୍ରଣକୁ ଆସିପାରୁ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe