ମାଲକାନଗିରି : ମାଲକାନଗିରିରେ ଜାପାନୀ ଏନସେଫାଲାଇଟିସ୍ ରେ ଶିଶୁ ମୃତ୍ୟୁ ଜାରି ରହିଛି । ପୁଣି ମାଲକାନଗିରିରେ ଆଉ ଜଣେ ଶିଶୁର ମୃତ୍ୟୁ । ମୃତ ଶିଶୁ ହେଲେ ୪ ବର୍ଷର ସୋନୁ କିର୍ତାନୀ । ସରକାରଙ୍କର ବହୁ ଚେଷ୍ଟା ପରେ ମଧ୍ୟ ଜାପାନୀ ଏନସେଫାଲାଇଟିସ୍ ମାଲକାନଗିରି ଜିଲ୍ଲାରେ ନିୟନ୍ତ୍ରଣକୁ ଆସିପାରୁ ନାହିଁ ।
ନିୟନ୍ତ୍ରଣ ବାହାରେ ଜାପାନୀ ଏନସେଫାଲାଇଟିସ୍ : ୫୨ ଦିନରେ ଗଲାଣି ୮୧ ଶିଶୁଙ୍କ ଜୀବନ
/kanak/media/post_attachments/wp-content/uploads/2016/10/culex-tarsalis-mosquito.jpg)