କନକ ବ୍ୟୁରୋ: ଜନତା କର୍ଫ୍ୟୁ ପାଇଁ ବନ୍ଦ ରହିବ ୮୦ ପ୍ରତିଶତ ପେଟ୍ରୋଲ ପମ୍ପ । ଆସନ୍ତା କାଲି ସାରା ଓଡିଶାରେ ୮୦ ପ୍ରତିଶତ ପେଟ୍ରୋଲ ପମ୍ପ ବନ୍ଦ ରହିବ । କରୋନା ସଚେତନା ପାଇଁ ଏଭଳି ବଡ ପଦକ୍ଷେପ ନିଆଯାଇଛି । ତେବେ ପେଟ୍ରୋଲ ପମ୍ପ ବନ୍ଦ ନେଇ ପେଟ୍ରୋଲିୟମ ଡିଲର ଆସୋସିଏସନ ସଭାପତିଙ୍କ ସୂଚନା ଦେଇଛନ୍ତି ।
ପେଟ୍ରୋଲ ପମ୍ପରେ ଲୋକଙ୍କ ଗହଳି ସବୁବେଳେ ଲାଗୁଥିବାରୁ ମୋଦିଙ୍କ ଜନତା କର୍ଫ୍ୟୁ ଆହ୍ୱାନରେ କରୋନାର ମୁକାବିଲା ପାଇଁ ଆସନ୍ତାକାଲି ବନ୍ଦ କରାଯାଇଛି ।
#କାଲି_ବନ୍ଦ_ରହିବ#୮୦_ପ୍ରତିଶତ_ପେଟ୍ରୋଲ_ପମ୍ପ
କରୋନା ସଚେତନତା ପାଇଁ ବଡ ପଦକ୍ଷେପ
ପେଟ୍ରୋଲ ପମ୍ପ ବନ୍ଦ ନେଇ ପେଟ୍ରୋଲିୟମ ଡିଲର ଆସୋସିଏସନ ସଭାପତିଙ୍କ ସୂଚନା#Covid19India#PetrolPump#Odishapic.twitter.com/RmrrfhOhFB— Kanak News (@kanak_news) March 21, 2020
ସେପଟେ ଜନତା କର୍ଫ୍ୟୁକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଗଡିବନି ବସ । ସାରା ଓଡିଶାରେ ୧୪ ହଜାର ଘରୋଇ ବସ ବନ୍ଦ ରହିବ । ସକାଳ ୭ରୁ ରାତି ୯ଟା ଯାଏଁ ବସ ଚଳାଚଳ ଠପ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଘରୋଇ ମାଲିକ ସଂଘ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/PETROL.jpg)