ଏକ ବର୍ଷ ବିତିଯାଇଛି । ଆଜି ସାରା ଓଡିଶା ପାଳନ କରୁଛି ଜନନାୟକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ଏକ ବର୍ଷ ତଳେ ଠିକ ଆଜିର ଦିନରେ ପରଲୋକକୁ ଚାଲିଯାଇଥିଲେ ଯୋଗଜନ୍ମା ଜାନକୀ । ଆଜି ଖୋର୍ଦ୍ଧାରେ ଅନାବରଣ ହେବ ଜାନକୀ ବାବୁଙ୍କ ପ୍ରତିମୂର୍ତି । ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ମନ୍ତ୍ରୀ ନିରଜଂନ ପଟ୍ଟନାୟକ ।
ସାରା ଓଡିଶା ପାଳୁଛି ଜନନାୟକ ଜାନକୀବଲ୍ଲଭଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ
/kanak/media/post_attachments/wp-content/uploads/2016/04/vlcsnap-2016-04-21-11h12m21s091.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)