ନିଯୁକ୍ତି, ବେକାରୀ ଓ ତୈଳ ଦରବୃଦ୍ଧିର ପ୍ରତିବାଦ : ରାଜଧାନୀରେ ଯୁବ କଂଗ୍ରେସର ଜନ ଆକ୍ରୋଶ ସମାବେଶ

ସଭା ଶେଷରେ ବିଧାନସଭା ଘେରାଉ କରିବ ଦଳ

104

କନକ ବ୍ୟୁରୋ : ଯୁବ କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ୱରରେ ଆୟୋଜନ ହୋଇଛି ଜନ ଆକ୍ରୋଶ ସମାବେଶ । ଏଥିରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ଯୁବ କଂଗ୍ରେସ ସଭାପତି ସ୍ମୃତିରଂଜନ ଲେଙ୍କା, ଏଆଇସିସି ସେକ୍ରେଟାରୀ ରୁଦ୍ର ରାଜୁ ଓ ବହୁ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ । ମୁଖ୍ୟ ଅତିଥୀ ଭାବେ ଯୁବ କଂଗ୍ରେସର ସର୍ବାଭାରତୀୟ ସଭାପତି ସାମିଲ ହୋଇଛନ୍ତି । ସମାବେଶ ପରେ ବିଧାନସଭା ଘେରାଉ କରିବାକୁ ଯୁବ କଂଗ୍ରେସ ସୂଚନା ଦେଇଛି ।