କନକ ବ୍ୟୁରୋ : ଜମ୍ମୁ କାଶ୍ମୀର ବଡଗାମରେ ଏନକାଉଂଟର ଶେଷ ହୋଇଛି । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ବଡଗାମର ଏକ ଘରେ ୨ ଆତଙ୍କବାଦୀ ଲୁଚିଥିବା ଖବର ପାଇ ଯବାନ ସେହି ଘର ଘେରିଯାଇ ଆତ୍ମସମର୍ପଣ କରିବାକୁ ଚେତାବନୀ ଦେଇଥିଲେ । ହେଲେ ଆତଙ୍କବାଦୀ ଆତ୍ମସମର୍ପଣ ନ କରିବାରୁ ରକେଟ ଲଂଚର ମାଡ କରି ଆତଙ୍କବାଦୀକୁ ନିପାତ କରିଛନ୍ତି ।
ଜମ୍ମୁ କାଶ୍ମୀର ବଡଗାମରେ ଏନକାଉଂଟର ଶେଷ! ଜଣେ ଆତଙ୍କବାଦୀ ନିହତ
/kanak/media/post_attachments/wp-content/uploads/2017/03/vlcsnap-2017-03-29-08h09m02s587.png)