ଜାମ୍ମୁ-କାଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଏନକାଉଂଟରରେ ଲସ୍କରର ୪ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏବେ ବି ସର୍ଚ ଅପରେସନ ଜାରି ରହିଛି । ଏନକାଉଂଟର ସ୍ଥଳରୁ ବିସ୍ଫୋରକ ଓ ବନ୍ଧୁକ ଜବତ ହୋଇଛି । ୨୮ ଓ ୨୯ ମାର୍ଚ୍ଚରେ ବି ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୬ ଆତଙ୍କବାଦୀ ପ୍ରାଣ ହରାଇଥିଲେ ।
୨୮ ତାରିଖରେ ସୋପିଆ ଓ କୁପୱାଡା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନକାଂଉଟରରେ ୪ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ । ଘାଟିରେ ଦୀର୍ଘ ଦିନ ହେଲା ଅପରେସନ ଅଲଆଉଟ ଚାଲିଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଏହି ଅପରେସନକୁ ଜୋରଦାର କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/dp-750x430.jpg)
/kanak/media/post_attachments/wp-content/uploads/2019/04/GNDOT3eX-300x157.jpg)