କନକ ବ୍ୟୁରୋ : ଗାଁ ଦାଣ୍ଡରେ ସରପଞ୍ଚଙ୍କୁ ଗୋଡ଼ାଇ ପିଟିଲେ ଗ୍ରାମବାସୀ । ରାଜନୈତିକ ଆକ୍ରୋଶରୁ ଏହି ଆକ୍ରମଣ ହୋଇଥିବା କୁହାଯାଉଛି । ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଳକ ଅନ୍ତର୍ଗତ କନ୍ତିଆ ଗ୍ରାମରେ । ଆକ୍ରୋଶର ଶିକାର ହୋଇଛନ୍ତି ବୋଦୁଅ ପଞ୍ଚାୟତ ସରପଞ୍ଚ ଦେବୀ ପ୍ରସାଦ ମିଶ୍ର । ସେ ବିଞ୍ଝାରପୁର ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି ।
ଗାଁ ଦାଣ୍ଡରେ ସରପଞ୍ଚଙ୍କୁ ଗୋଡ଼ାଇ ପିଟିଲେ ଗ୍ରାମବାସୀ : ରାଜନୈତିକ ଆକ୍ରୋଶରୁ କଲେ ଆକ୍ରମଣ, ଥାନାରେ ମାମଲା
/kanak/media/post_attachments/wp-content/uploads/2023/09/vlcsnap-2023-09-25-13h33m17s272.jpg)