ପାରିବାରିକ କେନ୍ଦ୍ରର କରୁଣ ପରିଣତି । ମାଆକୁ ହତ୍ୟା କଲା ପୁଅ

ମଳାସପଦର ଛକ ନିକଟରେ ମହିଳାଙ୍କୁ ନିର୍ମମ ହତ୍ୟା । ଦୁର୍ବୃତ୍ତ ଘରେ ପଶି ଛାତ ଉପରେ ମହିଳାଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ରଙ୍ଗରଙ୍ଗା ଗ୍ରାମରେ ଅଭାବନୀୟ ଘଟଣା । ମାକୁ ମାରିଦେଲା ପୁଅ । ଝିଅର ଅଭିଯୋଗ ଅନୁସାରେ, ପାରିବାରିକ କଳହକୁ କେନ୍ଦ୍ରକରି ମାକୁ ବିଭିନ୍ନ ସମୟରେ ମାଡ ମାରୁଥିଲା ପୁଅ । ଅକଥନୀୟ ଅତ୍ୟାଚାର କରୁଥିଲା ପୁଅ ।ଏପରି ଘଟଣାରେ ଥାନାରେ ବାରମ୍ବାର ଆପୋଷ ବୁଝାମଣା ମଧ୍ୟ ହୋଇଥିଲା ।

ଶେଷରେ ଗତକାଲି ମାକୁ ଜୀବନରେ ମାରିଦେଇଛି ପୁଅ । ଅନ୍ୟପକ୍ଷରେ ପୁଅର କହିବା ହେଲା, ସେ ମାକୁ ଠେଲିଦେବାରୁ ମୁଣ୍ଡରେ ଆଘାତ ଲାଗିଥିଲା । ରକ୍ତ ବୋହୁଥିବା ଅବସ୍ଥାରେ ହସ୍ପିଟାଲକୁ ନିଆଯାଇତିଲା । ସେଠାରେ ତାର ମୃତ୍ୟୁ ହେଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe