ଖାଦାନରେ ଧସିଲା ପଥର ଅତଡା : ପଥର ତଳେ ଚାପି ହୋଇ ୨ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

Advertisment
ଖାଦାନରେ ଧସିଲା ପଥର ଅତଡା : ପଥର ତଳେ ଚାପି ହୋଇ ୨ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ଧର୍ମଶାଳାରେ ଥିବା ଜାବରା କଳାପଥର ଖାଦାନରେ ଖସିଲା ପଥର ଅତଡା । ବେଆଇନ କ୍ୱାରୀ ଅପରେସନ ବେଳେ ପଥର ଅତଡା ଖସି ୨ଜଣଙ୍କର ମୃତ୍ୟୁ ହୋଇଛି । ଖାଦାନ ମାଲିକ ଶତୃଘ୍ନ ମାଲିକ ଓ ଅନ୍ୟ ଜଣେ ଶ୍ରମିକ ଚନ୍ଦା ଦେହୁରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ପଥର ଅତଡା ଖସିବାରୁ ଜଣେ ଗୁରୁତର ଭାବେ ହୋଇଛନ୍ତି । ତେବେ ମୃତ ଦେହ ଉଦ୍ଧାର କରାଯାଇ ନଥିବାରୁ ମୃତ୍ୟୁ ସଂଖ୍ୟା ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଯାଜପୁର ଏସଡିପିଓ ଘଟଣାସ୍ଥଳରେ ପହଂଚିଛନ୍ତି  ।

ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe