ଯାଜପୁରର ଝିଅ ଚାହୁଁନଥିବା ବାପାର ହୃଦୟ ବିଦାରକ କାହାଣୀ : ମାଟିତଳେ ନବଜାତକକୁ ପୋତିଥିବା ନିର୍ଦ୍ଦୟୀ ବାପା ଗିରଫ

40

କନକ ବ୍ୟୁରୋ : ଝିଅ ଚାହୁଁଉନଥିବା ବାପାଟିଏ କ’ଣ କରିପାରେ? ଝିଅକୁ ରାସ୍ତାରୁ ସଫା କରିବା ପାଇଁ କେଉଁ ପର୍ଯ୍ୟନ୍ତ ଯାଇପାରେ? ଯାଜପୁର ଜିଲ୍ଲା ଶ୍ୟାମସୁନ୍ଦରପୁରରେ ଘଟିଥିବା ଘଟଣା ଏହି ସବୁ ପ୍ରଶ୍ନକୁ ଟପି ଯାଇଛି । ଜୀଅନ୍ତା ଝିଅକୁ ମାଟି ତଳେ ପୋତି ଦେଇଥିଲା ବାପା । ଆଜି ଅଭିଯୁକ୍ତ ବାପା, ରମେଶ ବସନ୍ତିଆକୁ ଗିରଫ କରିଛି ପୁଲିସ । ଆଉ ପୁଲିସ୍ ସାମ୍ନାରେ ରମେଶ କହିଛି-ପୁରା କାହାଣୀ ।

ଦେଖନ୍ତୁ ଏହି ଭିଡିଓ –