କନକ ବ୍ୟୁରୋ: ବଦଳିଲେ ଜଗତସିଂହପୁର ଓ ଖୋର୍ଦ୍ଧାର ଜିଲ୍ଲାପାଳ । ସଂଗ୍ରାମ ମହାପାତ୍ରଙ୍କୁ ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଥିବା ବେଳେ ପରୁଲ ପଟୱାରୀଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଟିଇ ଓ ଏସସିଇଆରଟିର ନିର୍ଦ୍ଦେଶକ ହେଲେ ସନତ କୁମାର ମହାନ୍ତ । ଗଙ୍ଗାଧର ସାହଙ୍କୁ ଜିଏ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି ।
ବଦଳିଲେ ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଲାପାଳ: ସଂଗ୍ରାମ ମହାପାତ୍ର ହେଲେ ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ
/kanak/media/post_attachments/wp-content/uploads/2021/10/24-15.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)