କନକ ବ୍ୟୁରୋ : ୟୁକେରେ ଥିବା ଭାରତୀୟ ମାନଙ୍କ ପାଇଁ ଖୁସିର ଖବର । ଲଣ୍ଡନରେ ହେବାକୁ ଥିବା ଜଗନ୍ନାଥ ମନ୍ଦିର ପାଇଁ ବ୍ରିଟେନ ସରକାର ଜମି ଅଧିଗ୍ରହଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ମିଳିଥବା ଜମିରେ ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିର ନିର୍ମାଣ କରାଯିବ ।
ଖୁବଶୀଘ୍ର ଭୂମି ପୂଜନ କରାଯିବା ନେଇ ଫିନନେଷ୍ଟ ଗ୍ରୁପର ଅଧ୍ୟକ୍ଷ ବିଶ୍ୱନାଥ ପଟ୍ଟନାୟକ ସୂଚନା ଦେଇଛନ୍ତି । ଶ୍ରୀପଟ୍ଟନାୟକ ହେଉଛନ୍ତି ୟୁକେର ଜଣାଶୁଣା ବ୍ୟବସାୟୀ । ଏପ୍ରିଲ ୨୩, ୨୦୨୩ରେ ବିଶ୍ୱନାଥ ୨୫ ମିଲିୟନ ଜିବିପି ଅର୍ଥାତ ଭାରତୀୟ ମୁଦ୍ରାରେ ୨୦୦କୋଟିରୁ ଉଦ୍ଧ୍ୱର୍ ଟଙ୍କା ମନ୍ଦିର ପାଇଁ ଦାନ କରିଥିଲେ । ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ଭୂମି ପୂଜନ କରାଯିବା ନେଇ ନିଷ୍ପତି ନିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2024/01/11-19.jpg)