ଶ୍ରୀକ୍ଷେତ୍ରରେ ପଡ଼ିଲା ଚଳିତବର୍ଷର ନାଗାର୍ଜୁନ ବେଶର ମୁଳଦୂଆ । ଆଜିଠାରୁ ଆରମ୍ଭ ହେଉଛି ବେଶ ତିଆରି, କାରିଗର ପ୍ରସ୍ତୁତ । ଆସନ୍ତା ନଭେମ୍ବର ୨୭ରେ ମହାପ୍ରଭୁଙ୍କ ବିରଳ ନାଗାର୍ଜ୍ଜୁନ ବେଶ

Advertisment
ଶ୍ରୀକ୍ଷେତ୍ରରେ ପଡ଼ିଲା ଚଳିତବର୍ଷର ନାଗାର୍ଜୁନ ବେଶର ମୁଳଦୂଆ । ଆଜିଠାରୁ ଆରମ୍ଭ ହେଉଛି ବେଶ ତିଆରି, କାରିଗର ପ୍ରସ୍ତୁତ । ଆସନ୍ତା ନଭେମ୍ବର ୨୭ରେ ମହାପ୍ରଭୁଙ୍କ ବିରଳ ନାଗାର୍ଜ୍ଜୁନ ବେଶ

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେଉଛି ନାଗାର୍ଜୁନ ବେଶ ତିଆରି । ବେଶ କାରିଗରମାନେ ତିଆରି କରିବେ ବେଶ । ନଭେମ୍ବର ୨୭ରେ ମହାପ୍ରଭୁଙ୍କର ନାଗାର୍ଜ୍ଜୁନ ବେଶ ଆରମ୍ଭ ହେବ । ନାଗାର୍ଜୁନ ବେଶ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋର ଧରିଛି ।

ଶ୍ରୀମନ୍ଦିରରେ ଆଜି ପାଳନ ହେଉଛି ବିଜୟା ଦଶମୀ । ରତ୍ନ ସିଂହାସନରେ ରାଜରାଜେଶ୍ୱର ବେଶରେ ଶୋଭା ପାଉଛନ୍ତି ମହାପ୍ରଭୁ । ହେଲେ କାଭିଡ୍ କଟକଣା ଯୋଗୁଁ ଏହି ଦୁଲର୍ଭ ବେଶ ଦର୍ଶନରୁ ବଂଚିତ ହୋଇଛନ୍ତି ଶ୍ରଦ୍ଧାଳୁ । ପ୍ରତ୍ୟକ ବର୍ଷ ବିଜୟାଦଶମୀରେ ମହାପ୍ରଭୁଙ୍କୁ ରାଜରାଜେଶ୍ୱରୀ ବେଶ ହୋଇଥାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe