କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେଉଛି ନାଗାର୍ଜୁନ ବେଶ ତିଆରି । ବେଶ କାରିଗରମାନେ ତିଆରି କରିବେ ବେଶ । ନଭେମ୍ବର ୨୭ରେ ମହାପ୍ରଭୁଙ୍କର ନାଗାର୍ଜ୍ଜୁନ ବେଶ ଆରମ୍ଭ ହେବ । ନାଗାର୍ଜୁନ ବେଶ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋର ଧରିଛି ।
ଶ୍ରୀମନ୍ଦିରରେ ଆଜି ପାଳନ ହେଉଛି ବିଜୟା ଦଶମୀ । ରତ୍ନ ସିଂହାସନରେ ରାଜରାଜେଶ୍ୱର ବେଶରେ ଶୋଭା ପାଉଛନ୍ତି ମହାପ୍ରଭୁ । ହେଲେ କାଭିଡ୍ କଟକଣା ଯୋଗୁଁ ଏହି ଦୁଲର୍ଭ ବେଶ ଦର୍ଶନରୁ ବଂଚିତ ହୋଇଛନ୍ତି ଶ୍ରଦ୍ଧାଳୁ । ପ୍ରତ୍ୟକ ବର୍ଷ ବିଜୟାଦଶମୀରେ ମହାପ୍ରଭୁଙ୍କୁ ରାଜରାଜେଶ୍ୱରୀ ବେଶ ହୋଇଥାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/PHOTO-01005920.png)