ବଲିଉଡ ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଡିଜ୍ ଏବେ ଦେଖାଦେବେ ଛୋଟ ପରଦାରେ । ସୂଚନା ଅନୁସାରେ ଛୋଟ ପରଦାରେ ଚାଲିଥିବା ସେଲିବ୍ରେଟି ଡ୍ୟାନ୍ସ ରିୟାଲିଟି ସୋ “ଝଲକ ଦିଖଲା ଜା”ର ସିଜିନ -୯ ରେ ଜଜ୍ ଭାବେ ଦେଖାଦେବେ ଜ୍ୟାକଲିନ । ସୋର ପ୍ରୋମୋ ମଧ୍ୟ ସୁଟିଙ୍ଗ କରିସାରିଛନ୍ତି ଜ୍ୟାକଲିନ୍ । ଏହି ସୋ’ରେ ପୂର୍ବରୁ ଦର୍ଶକ ଶାହିଦ କପୁର , ଲରେନ୍ସ , କରନ ଜୋହରଙ୍କ ସମେତ ଗଣେଶ ହେଗଡଙ୍କୁ ଦେଖିବାକୁ ମିଳିଥିଲା । ଶୁଣିବାକୁ ମିଳୁଛି ଶାହିଦ କପୁରଙ୍କ ସ୍ଥାନରେ ଦର୍ଶକ ଜ୍ୟାକଲିନଙ୍କୁ ଦେଖିବେ । ଏହି ରିୟାଲିଟି ସୋ’ଟି ଏବେ “ ଇଣ୍ଡିଆ ଗଟ୍ ଟ୍ୟାଲେଂଟ ” ସୋ ସ୍ଥାନରେ ପ୍ରସାରିତ ହେବ ।
ଜ୍ୟାକଲିନ୍ ହେବେ ଜଜ୍
/kanak/media/post_attachments/wp-content/uploads/2016/06/jacqueline-fernandez_140619770690.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)