କନକ ବ୍ୟୁରୋ : ମାଲକାନଗିରିରେ ମୃତ୍ୟୁର ତାଣ୍ଡବ ଜାରି ରହିଛି । ଏନସେଫାଲାଇଟିସ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ମାଲକାନଗିରିକୁ ସମସ୍ତ ସହାୟତା କେନ୍ଦ୍ର ଯୋଗାଇଦେବ ବୋଲି ନଡ୍ଡା କହିଛନ୍ତି । ଟ୍ୱିଟ୍ କରି ଏନେଇ ଜଣାଇଛନ୍ତି ଜେପି ନଡ୍ଡା ।
ଜାପାନିଜ୍ ଏନସେଫାଲାଇଟିସକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା : ଟ୍ୱିଟ୍ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି.ନଡ୍ଡା
/kanak/media/post_attachments/wp-content/uploads/2016/10/vlcsnap-2016-10-05-11h19m31s771.png)