ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ବିବିଦାୟୀ ସେକ୍ସ ସିଡି ନେଇ ମେୟର କରିଥିବା ମାନହାନୀ ମାମଲା । ଭୁବନେଶ୍ୱର ସିଜେଏମ କୋର୍ଟରେ ହାଜର ହୋଇଛନ୍ତି ଛାତ୍ର କଂଗ୍ରସ ସଭାପତି ଇତିଶ ପ୍ରଧାନ। ମୃତ ଇଂଜିନିୟରିଂ ଛାତ୍ର ରିଷି ଛାତ୍ର କଂଗ୍ରେସ ସଦସ୍ୟ ।
ସେକ୍ସ ସିଡି ଭିଡିଓ ୨ ବର୍ଷ ତଳର ବୋଲି କହିଛନ୍ତି ଇତିଶ ପ୍ରଧାନ । ଏହି ଭିଡିଓ ବାବଦରେ ରିଷି ତାଙ୍କୁ ପୂର୍ବରୁ ଜଣାଇଥିବା ରିଷି ମୃତ୍ୟୁ ଓ ସେକ୍ସ ସିଡି ପ୍ରସଙ୍ଗରେ କୋର୍ଟରେ ହାଜର ପୂର୍ବରୁ ପ୍ରତିକ୍ରିୟା ରଖି ଏଭଳି କହିଛନ୍ତି ଛାତ୍ର କଂଗ୍ରେସ ସଭାପତି । ସେ କହିଛନ୍ତି, ବିବାଦୀୟ ଭିଡିଓର ଫରେନସିକ୍ ଯାଂଚ କରାଗଲେ ସେଥିରେ ଥିବା ବ୍ୟକ୍ତି ମେୟର ଅନନ୍ତ ନାରାୟଣ ଜେନା ବୋଲି ସ୍ପଷ୍ଟ ହେବ । ତେବେ ମେୟର କରିଥିବା ମାନହାନୀ ମାମଲା ହାଜର ହୋଇ କୋର୍ଟରେ ନିଜର ବୟାନ ରଖିଛନ୍ତି ଛାତ୍ର କଂଗ୍ରେସ ସଭାପତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/vlcsnap-2016-12-28-12h13m08s893.png)