କନକ ବ୍ୟୁରୋ: ନିଜ ବନ୍ଧୁକରୁ ଗୁଳି ବାଜି ଯବାନ ଆହତ । ଛତିଶଗଡ଼ ନାରାୟଣପୁରରେ ଆଇଟିବିପି ଯବାନଙ୍କୁ ଗୁଳି ବାଜିଛି । ବନ୍ଧୁକ ସଫା କରୁଥିବା ବେଳ ନିଜ ଦେହରେ ବାଜିଲା ଗୁଳି । ପ୍ରାଥମିକ ଚିକିତ୍ସା ପରେ ଆଇଟିବିପି ଯବାନଙ୍କୁ ରାୟପୁର ସ୍ଥାନାନ୍ତରିିତ କରାଯାଇଛି ।
ନିଜ ବନ୍ଧୁକରୁ ଫୁଟିଲା ଗୁଳି, ଆଇଟିବିପି ଯବାନ ଆହତ । ବନ୍ଧୁକ ସଫା କରୁଥିବା ବେଳେ ଅଘଟଣ ।
/kanak/media/post_attachments/wp-content/uploads/2024/05/16-16.jpg)