ହେଡ୍ କନେଷ୍ଟବଳ ଏବଂ ଇନ୍ସପେକ୍ଟର ଚାକିରୀ ପାଇଁ ବାହାରିଯାଇଛି ବିଜ୍ଞାପନ ! ଏଭଳି କରନ୍ତୁ ଆବେଦନ ।

38

ପୋଲିସ୍ ବିଭାଗରେ ଚାକିରୀ କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଆସିଯାଇଛି ସୁବର୍ଣ୍ଣ ସୁଯୋଗ । ଓଞଈଚ ଅର୍ଥାତ୍ ତିବତିଆନ୍ ବୋର୍ଡର ଫୋର୍ସ ତରଫରୁ ହେଡ୍ କନେଷ୍ଟବଳ ଏବଂ ଇନ୍ସପେକ୍ଟର ଚାକିରୀ ପାଇଁ ବିଜ୍ଞାପନ ବାହାରି ଯାଇଛି । ଇଚ୍ଛୁକ ପ୍ରାର୍ଥୀ ଉଭୟ ପୁରୁଷ/ମହିଳା ଏହି ପଦ ପାଇଁ ଆପ୍ଲାଏ କରିପାରିବେ । ତେବେ ଆପଣଙ୍କୁ ଏଠାରେ କହିରଖୁଛୁ ଏହା ୨୪ ସେପ୍ଟେମ୍ବରରୁ ଆରମ୍ଭ କରି ୨୩ ଅକ୍ଟୋବର ୨୦୧୮ ପର୍ଯ୍ୟନ୍ତ ଚାଲିବ । ଅଧିକ ବିବରଣୀ ଜାଣିବା ପାଇଁ ନିମ୍ନୋକ୍ତ ଖବର ପଢନ୍ତୁ ।

ହେଡ୍ କନେଷ୍ଟବଳ (ପୁରୁଷ) – ୬୨ ପୋଷ୍ଟ

ହେଡ୍ କନେଷ୍ଟବଳ (ମହିଳା)- ୧୧ ପୋଷ୍ଟ

ଏଭଳି କରନ୍ତୁ ଆବେଦନ : ହେଡ୍ କନେଷ୍ଟବଳ ଏବଂ ଇନ୍ସପେକ୍ଟର ଚାକିରୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ଆଇଟିବିପିର ଅଫିସିଆଲ୍ ୱେବସାଇଟ୍ ରେ କ୍ଲିକ୍ କରି ସମ୍ପୁର୍ଣ୍ଣ ତଥ୍ୟ ପାଇପାରିବେ । ଏଥିପାଇଁ ଆପଣଙ୍କୁ www.recruitment.itbpolice.nic.in ୱେବସାଇଟ୍ ରେ କ୍ଲିକ୍ କରିବାକୁ ପଡିବ ।

ପରୀକ୍ଷା ଫିସ୍ :

ଜେନେରାଲ୍/ଓବିସି : ୧୦୦ ଟଙ୍କା

ଏସି/ଏସଟି,ଏକ୍ସ-ସର୍ଭିସମ୍ୟାନ୍ ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ କରିବା ପାଇଁ କୌଣସି ଫିସ୍ ନାହିଁ ।