କନକ ବ୍ୟୁରୋ: ଆସନ୍ତାକାଲିଠାରୁ ରାଜ୍ୟରେ ୫ ଦିନ ବର୍ଷା! ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଘୂର୍ଣ୍ଣିଝଡ ସହ ବର୍ଷା ନେଇ ପୂର୍ବନୁମାନ କରାଯାଇଛି । ସେହିଭଳି ସାମାନ୍ୟରୁ ମଧ୍ୟମଧରଣର ବର୍ଷା ନେଇ ମଧ୍ୟ ଆକଳନ କରାଯାଇଛି । ୧୭ ତାରିଖରେ ୨୦ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି । ୧୮ ତାରିୁଖ ରେ ୧୮ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ୧୯ ତାରିଖରେ ୧୨ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି । ସେହିଭଳି ୨୦ ତାରିଖରେ ୬ ଜିଲ୍ଲାକୁ ବର୍ଷା ସମ୍ଭାବନା ରହିଛି ।
ତାତିରୁ ମିଳବ ତ୍ରାହି, ରାଜ୍ୟରେ କାଲିଠୁ ୫ ଦିନ ବର୍ଷା!
/kanak/media/post_attachments/wp-content/uploads/2023/04/24-15.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)